କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ବେଢାରେ ପଶିଲା ମହାନଦୀ ଜଳ । ମନ୍ଦିରର ମୁଖ୍ୟଦ୍ବାରକୁ ପାଣି ଛୁଇଁବାରୁ ମନ୍ଦିର ମୁଖଶାଳାକୁ ବନ୍ଦ କରାଯାଇଛି । ମନ୍ଦିରର ନୀତିଦ୍ବାର ଦେଇ ଦର୍ଶନ କରୁଛନ୍ତି ଭକ୍ତ । ଯଦି ଆଗକୁ ପାଣି ବଢେ ତେବେ ମନ୍ଦିର ଭିତରକୁ ପାଣି ପଶିବା ସହ ମା ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯିବ
#Cuttack #Badamba #MaaBhatarika #Mahanadi #Water #Odisha #ArgusNews